ହରଭଙ୍ଗା ବ୍ଲକ ରେ ଶାନ୍ତିଶୃଙ୍ଖଳା ର ସହିତ ମତଦାନ ସମାପ୍ତ
ହରଭଙ୍ଗା :୨୦ /୦୫ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମ୍ପୂର୍ଣ ହୋଇସାରିଛି।ଚଳିତ ନିର୍ବାଚନରେ କନ୍ଧମାଳ ଲୋକସଭା କ୍ଷେତ୍ରର ବୌଦ୍ଧ ବିଧାନ ସଭା କ୍ଷେତ୍ରରେ ୧ଲକ୍ଷ ୬୬ହଜାର୪୬୧ଜଣ ଭୋଟର ଉଭୟ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ…
ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ଚନ୍ଦନ ଲାଗି ବେଶ ଚାଲୁରହିଛି
ଢେଙ୍କାନାଳ : (ଶୁଭମ ପାଣି )ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଚନ୍ଦନ ଲାଗି ବେଶ ଚାଲୁରହିଛି। ଏହା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁରହିବ। ପ୍ରତ୍ୟେକ ଦିନ ଖେଚୁଡ଼ି ଧୂପ…
ମା’ ତାରିଣୀଙ୍କ ୨୦ତମ ଜନ୍ମ ବାର୍ଷିକ ଯଜ୍ଞ ଉତ୍ସବର ପୂର୍ଣାହୁତି
ଢେଙ୍କାନାଳ ୧୮/୫( ଶୁଭମ ପାଣି )ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ୨୦ତମ ଜନ୍ମ ବାର୍ଷିକ ଯଜ୍ଞ ଉତ୍ସବର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି। ଏହି ଯଜ୍ଞ ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା,…
ଅଳ୍ପକେ ବଞ୍ଚିଲା ବୃଦ୍ଧା ଓ ଜୁସବାଲାର ଜୀବନ
( ମେଡ଼ିକାଲ ସମ୍ମୁଖ ମୂଖ୍ୟ ଗେଟ ପାଖରେ କାର ପଶିଲା ଜୁସ ଦୋକାନ ଭିତରେ) କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଏନ୍ ଏଚ ୨୬ ରାସ୍ତା କଡ଼ରେ ଥିବା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ମୂଖ୍ୟ ଗେଟ ସମ୍ମୁଖରେ…
ଜଙ୍ଗଲରେ ବୁଲୁଛନ୍ତି ୨୨ଟିକିଆ ହାତୀପଲ ,ସ୍ଥାନୀୟ ଲୋକେ ଆତଙ୍କ
ମୁନିଗୁଡା : (ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଅମ୍ବାଦଳା ଓ ଇଛାପୁର ପଞ୍ଚାୟତର ପୁରୁଣାପାଣି, ମାଳିଗା, ଡେଡିଙ୍ଗସୁରୁ, ବାମନଦେଓ ଓ କାର୍କାମାର୍କା ଅଞ୍ଚଳରରେ ଏକ ୨୨ଟିକିଆ ହାତିପଲ ବୁଲୁଥିବା ଦେଖିବାକୁ ମିଳିଛି । ଏହି ହାତିପଲରେ ୨ଟି…
ସାମ୍ପୋଚ ପଞ୍ଚାୟତରେ ବିଜେଡିର ଶକ୍ତି ପ୍ରଦର୍ଶନ
ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) ଆଜି ପ୍ରଚାରର ଶେଷ ଦିନ। ପ୍ରଚାର ଶେଷ ପୂର୍ଵରୁ ଶନିବାର ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ହରଭଙ୍ଗା ବ୍ଲକର ସାମ୍ପୋଚ ପଞ୍ଚାୟତରେ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଛି।ସାମ୍ପୋଚ ପଂଚାୟତ ହେଡ଼କ୍ୱାର୍ଟରରୁ ଆଜି ଏକ…
ବୌଦ୍ଧ ଜିଲ୍ଲା ଲୁଣିବାହାଲ କିସ ବିଦ୍ୟାଳୟ ଆଗରେ ଶହ ଶହ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ
ହରଭଙ୍ଗା : (ଚିତ୍ତରଞ୍ଜନସିଂ).କିସ ବିଦ୍ୟାଳୟ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ l ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତମାନ ସାରା ଜିଲ୍ଲା ରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣା କୁ…
କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବା ପାଇଁ ଦାବି
କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା ର ଏକ ପ୍ରମୁଖ ସହର ଭାବେ କେସିଙ୍ଗା ପରିଗଣିତ ।ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟ ସ୍ଥଳ ତଥା ଜିଲ୍ଲାର ଦ୍ଵାର ଭାବେ ପରିଚିତ ।୨୦୦୯ ମସିହା ପୂର୍ବରୁ କେସିଙ୍ଗା ଜିଲ୍ଲା ର ଏକ ନିର୍ବାଚନ…