ବୌଦ୍ଧ -ନୟାଗଡ଼ ସୀମାନ୍ତ ରୁ ଜବତ ହେଲା ଲକ୍ଷା ଧିକ ଟଙ୍କା 

ହରଭଙ୍ଗା (ଚିତ୍ତରଞ୍ଜନସିଂ)ବୋୖଦ୍ଧ-ନୟାଗଡ଼ ସୀମାନ୍ତ ରୁ ଜବତ ହେଲା ଲକ୍ଷାଧିକ ଟଙ୍କା । କାର କୁ ଜବତ କରି ୨ ଜଣ ମହିଳା ଓ ଚାଳକକୁ ଅଟକ ରଖିଲା ପୁରୁଣାକଟକ ପୋଲିସ । ପୁରୁଣାକଟକ ଥାନା ପକ୍ଷରୁ ସୀମାନ୍ତ ନୟାଗଡ଼ ସୀମାରେ ଚେକିଂ…

ବାଇଶପଡା ମୁଖ୍ୟ କେନାଲ ରେ ସୃଷ୍ଟି ହେଲା ଘାଇ,ଏଲ ଏଣ୍ଡ ଟି କମ୍ପାନୀର ମନମୁଖୀ କାର୍ଯ୍ୟ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଏଲ ଏଣ୍ଡ ଟି କମ୍ପାନୀ ର ମନମୁଖୀ ଓ ଗୁଣ୍ଡାରାଜ କାର୍ଯ୍ୟ ନେଇ ମୁଖ୍ୟ କେନାଲ ରେ ସୃଷ୍ଟି ହେଲା ଘାଇ l ଚାଷୀ ଭାଇ ଅସନ୍ତୋଷ l ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ରେ ଏଲ ଏଣ୍ଡ…

ଅଦିନିଆଁ ଘୁର୍ଣ୍ଣି ଝଡ଼ରେ ଭାଙ୍ଗିଲା ଟାୱାର, ଉଡିଲା ଛପର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଗତକାଲି ବିଳମ୍ବିତ ରାତ୍ରିରେ ଅଦିନିଆ ଘୁର୍ଣ୍ଣି ଝଡ଼ ପ୍ରଭାବ ବ୍ଲକ ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି l ହଠାତ ଘୁର୍ଣ୍ଣି ଝଡ଼ ସହିତ ଘଡ ଘଡି, ଓ ଝିପିଝିପି ବର୍ଷା…

ଲକ୍ଷ୍ମୀ ମାଝୀଙ୍କୁ ଦେଲେ ଏଡାଇ ! ୩୦ ବର୍ଷ ପର୍ଯ୍ୟନ୍ତ ବିକାଶ କରିବେ ନାହିଁ ! ବୁଲି ବୁଲି ବାଣ୍ଟିବେ ଟଙ୍କା ବାବୁ କାହାକୁ ଡରିବେ ନାହିଁ !!!!

କାଶୀପୁର : (ଅଞ୍ଜନ କୁମାର ନାଏକ)୨୫ ବର୍ଷ ର ଶାସକ ଦଳର ବାସ୍ତବିକ ଚିତ୍ର ଯାହା ଆଜି ବିଜେଡି ଦଳର ବାବୁ ଓ ବଡ଼ପଣିଆଁଙ୍କ ବଡ଼ପଣ ¡ ଏଠି ଆପଣ ମାନେ ଦେଖି ପାରୁଥିବେ ଚଳିତ ୨୦୨୪ ସାଧାରଣ ନିର୍ବାଚନ ର…

ହରଭଙ୍ଗା ବ୍ଲକ ରେ ବିଜେଡିର ରୋଡ଼ ସୋ ପ୍ରଚାର

ହରଭଙ୍ଗା : (ଚିତ୍ତରଞ୍ଜନସିଂ). ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ହରଭଙ୍ଗା ବ୍ଲକ ର ବିଭିନ୍ନ ପଞ୍ଚାୟତରେ ବିଜେଡି ର ରୋଡ଼ ସୋ ମାରାଥନl ପ୍ରଚାର ରବିବାର ଦିନ ଦେଖିବାକୁ ମିଳିଛି l ସକାଳ 8ରେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀ ଡ଼.…

ସମ୍ବଲପୁରରେ ପ୍ରଣବଙ୍କ ଜୋରଦାର ପ୍ରଚାର, ‘ସମ୍ବଲପୁରବାସୀଙ୍କ ଅକୁଣ୍ଠ ସମର୍ଥନ ମିଳୁଛି

ସମ୍ବଲପୁର:ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଚଳିତ ନିର୍ବାଚନରେ ହଟ୍‌ ସିଟ୍‌ ରୂପେ ପରିଗଣିତ ହେଉଥିବାବେଳେ ଜାତୀୟସ୍ତରରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ରାଜ୍ୟରେ ୨ ପ୍ରମୁଖ ଦଳ ବିଜେପି ଓ ବିଜେଡିର ହେଭିୱେଟ ନେତାମାନଙ୍କ ମଧ୍ୟରେ ଏଠାରେ ଲଢ଼େଇ…