ବୌଦ୍ଧ ଜିଲ୍ଲା ମନ୍ତ୍ରୀପଦରୁ ବାଦ ,ଦେଖିବାକୁ ମିଳିଛି ଜନଅସନ୍ତୋଷ
ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ )ଗତ ବୁଧବାର ଦିନ ଭୁବନେଶ୍ୱର ଜନତାମୈଦାନ ଠାରେ ରାଜ୍ୟ ର ନବନିର୍ବାଚିତ ବିଜେପି ସରକାର ଶପଥଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ ମିଶାଇ ମୋଟ 13 ଟି ଜିଲ୍ଲା ରୁ 16 ଜଣ ଶପଥଗ୍ରହଣ କରିଥିଲେ। ବାକି…
କମ୍ ରାଜସ୍ବ ଦେଇ ,ଅଧିକ ମାଟି ଚୋରି କରିଥିବା ଅଭିଯୋଗ
କେସିଙ୍ଗା : (ପ୍ରୀତେଶ ପଟେଲ)ଗତ କିଛି ମାସ ତଳେ ରାଜ୍ୟ ସରକାର ରାଜସ୍ବ ବିଭାଗ ନିକଟରୁ କିଛି ଦାୟିତ୍ଵ କାଢି ନେଇ ଖଣିଜ ବିଭାଗ କୁ ଦେଇଥିଲେ ।ତହିଁ ମଧ୍ୟରୁ ରାଜ୍ୟର ସମସ୍ତ ବାଲିଘାଟ ,ପଥର କ୍ୱରୀ,ମାଟି ଉତ୍ତୋଳନ ଉପରୁ ରାଜସ୍ବ…
ବଜରଙ୍ଗ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ
ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ଜାମୁ କାଶ୍ମୀର ର କଟ୍ରା ରୁ ଶିବ ଖଡ଼ି ତୀର୍ଥ ଯାତ୍ରୀ ବସ ଯାଉଥିବା ସମୟରେ ଜୁନ ନଅ ତାରିଖ ଦିନ ଆତଙ୍କବାଦୀଙ୍କ ଅଚାନକ ହlମଲl ରେ ଦଶ ଜଣ ନିର୍ଦୋଷ ହିନ୍ଦୁଙ୍କ ଜୀବନ ଚାଲିଗଲା…
ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ
ବୌଦ୍ଧ:୧୦ା୬(ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର…
ହରଭଙ୍ଗା ବ୍ଲକ ର ବିଭିନ୍ନ ଶୈବ ପୀଠ ରେ ଶୀତଳଷଷ୍ଠୀ ପାଳିତ
ହରଭଙ୍ଗା ୧୦/୦୬ (ଚିତ୍ତ ରଞ୍ଜନ ସିଂ )ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଓଡ଼ିଶା ରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ସେଥି ମଧ୍ୟରୁ ଶୀତଳଷଷ୍ଠୀ ଅନ୍ୟତମ ପର୍ବ ଭାବେ ପାଳିତ କରାଯାଇଥାଏ। ଶିବ ଓ ପାର୍ବତୀ ଙ୍କ…
ପଶ୍ଚିମବଙ୍ଗ ର ଶ୍ରମିକଙ୍କ ଅଂଶୁଘାତରେ ମୃତ
ହରଭଙ୍ଗା :୧୦/୦୬ (ଚିତ୍ତ ରଞ୍ଜନ ସିଂ ):ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ । ମୃତକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଜିଲ୍ଲା ପୁଖୁରିଆ ଥାନା ରାଣିନଗର ଗ୍ରାମର ଖଦିମୂଳ ଇସଲାମ । ଏକ ରେଳ ଠିକସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ। ଗତକାଲି…