ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ନବରଙ୍ଗପୁର : ( ବେଣୁ ଗୋପାଳ ରାଓ)ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମୁଖ୍ୟ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ…

ଧର୍ମଗଡ ସ୍ଥିତ ଭାରତୀୟ ଆଦିମ ଜାତି ସେବା ସଂଘ ପରିଚାଳିତ ଜାଗୃତି ଗୃହ-୨ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ

ଧର୍ମଗଡ ଜାଗୃତି ଗୃହ-୨ ପରିସରରେ ମିଳିତ  ଯୋଗାଭ୍ୟାସ କଲେ ଅନ୍ତେବାସୀ। ଧର୍ମଗଡ଼୨୧/୬( ହେମନ୍ତ କୁମାର ମାଝୀ)ଧର୍ମଗଡ ସ୍ଥିତ ଭାରତୀୟ ଆଦିମ ଜାତି ସେବା ସଂଘ ପରିଚାଳିତ ଜାଗୃତି ଗୃହ-୨ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗାଭ୍ୟାସ କରାଯାଇଥିଲା। ଜାଗୃତି ଗୃହରେ…

ବୌଦ୍ଧରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ସାଧାରଣ ଲୋକଙ୍କ ସହ ମିଶି ବୌଦ୍ଧ ବିଧାୟକ ଜିଲ୍ଲାପାଳ ଓ ଏସିପି କଲେ ଯୋଗ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧ…

ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କ ଘୋଷଯାତ୍ରା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ

ହରଭଙ୍ଗା: ୨୦/୦୬ (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ସ୍ଥିତ ଠିଡିକାଯୋର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଦ୍ବିତୀୟ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଗୁରୁବାର ଅପରାନ୍ହରେ ଅନୁଷ୍ଠିତ ହୋଇଯାଇଛି । ରଥ ମହୋତ୍ସବ କମିଟି ସଭାପତି…

ବନବିଭାଗ ତରଫରୁ ମୃତ ବୃଦ୍ଧଙ୍କ ପରିବାର କୁ ମିଳିଲା ପ୍ରଥମ ଆର୍ଥିକ ସହାୟତା

ହରଭଙ୍ଗା ୨୦ /୦୬ (ଚିତ୍ତ ରଞ୍ଜନ ସିଂ )ବନବିଭାଗ ତରଫରୁ ମୃତ ବୃଦ୍ଧଙ୍କ ପରିବାର କୁ ମିଳିଲା ପ୍ରଥମ ଆର୍ଥିକ ସହାୟତା। ସୂଚନା ଅନୁଯାଇ ଗତ ମଙ୍ଗଳବାର ଦିନ ଆଡ଼େଣିଗଡ଼ ପଞ୍ଚାୟତ ଅନ୍ତର୍ଗତ ବାରିଙ୍ଗ ଗ୍ରାମର କାଶୀନାଥ ପ୍ରଧାନ ଙ୍କ ହାତୀ…

ସ୍ଵେଚ୍ଛାକୃତ ରକ୍ତଦାନ କରି ନିଜ ଗ୍ରାମକୁ ସଚେତନ ବାର୍ତ୍ତା ପ୍ରଦାନ

ବେଲଗୁଣ୍ଠା,;୨୦/୦୬ ବର୍ତ୍ତମାନ ରକ୍ତଭଣ୍ଡାର ଗୁଡ଼ିକରେ ଯେଉଁଭଳି ଭାବରେ ରକ୍ତ ସଙ୍କଟ ଦେଖାଦେଇଛି ଏଥିପାଇଁ ଲୋକଙ୍କ ମଧ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ସୃଷ୍ଟି କରିବା ଜରୁରୀ ହୋଇପଡ଼ିଛି I ଖାସ୍ କରି ଗ୍ରାମାଞ୍ଚଳ ଗୁଡ଼ିକରେ ବର୍ତ୍ତମାନ ମଧ୍ୟ ଲୋକଙ୍କର ରକ୍ତଦାନ ପାଇଁ…

ବିଶ୍ୱ ସିକିଲ ସେଲ ବା ରକ୍ତ ଶିକୁଳି ରୋଗ ସଚେତନତା ଦିବସ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ) ବିଶ୍ୱ ସିକିଲ ସେଲ ବା ରକ୍ତ ଶିକୁଳି ରୋଗ ସଚେତନତା ଦିବସ ଆଜି ନବରଙ୍ଗପୁର ଠାରେ ପାଳିତ ହୋଇଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା…

ଶିଶୁ ମାନଙ୍କ ସେବାରେ ସଦା ସମର୍ପିତ ଡାକ୍ତର ପଲଉ ପ୍ରଧାନ,ସମ୍ବର୍ଦ୍ଧିତ କଲା ଜଗନ୍ନାଥ ସେବା ସମିତି

ଧର୍ମଗଡ଼  : ୨୦/୬ (ହେମନ୍ତ କୁମାର ମାଝୀ)ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଲଉ ପ୍ରଧାନ ଦୀର୍ଘ ୩୬ ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ରହି ଶିଶୁ ମାନଙ୍କ ସେବାରେ ନିୟୋଜିତ ଅଛନ୍ତି। ପଦବୀରୁ ଅବସର ନେବା…

ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁନିଗୁଡା,୧୯।୬ରାୟଗଡ଼ା ଜିଲ୍ଲା ମୁନିଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ଅମ୍ବାଦଳା ପ୍ରସିଦ୍ଧ ଦଧିବାହନ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରାର ପ୍ରସ୍ତୁତି ବୈଠକ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସୋଇଯାଇଛି। ବରିଷ୍ଠ ସଦସ୍ୟ ରମେଶ ସାମନ୍ତଙ୍କ ଅସ୍ଥାୟୀ ସଭାପତିତ୍ବରେ ବ୍ରାହ୍ମଣ ସେବାୟତ…

ଝୁଲନ୍ତା ଅବସ୍ଥାରେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମୁନିଗୁଡା,୧୯।୬ (ରମାକାନ୍ତ ପୋଡାଳ )ଝୁଲନ୍ତା ଅବସ୍ଥାରେ ବନ୍ଦ ଘରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି, ଏହି ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଇଛାପୁର ପଞ୍ଚାୟତର କାଡାଘାଟି ଗାଁ ରେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ…