ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜୟନ୍ତୀ ପାଳିତ

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମ ରେ ଡ.ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ପୁଣ୍ୟ ଜନ୍ମ ଜୟନ୍ତୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ମହାସମାରୋହରେପାଳିତ ହୋଇଥିଲା l…

ଚେମ୍ବର ଅଫ କମର୍ସ ପକ୍ଷରୁ ଧର୍ମଗଡ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଧର୍ମଗଡ:୬/୭(ହେମନ୍ତ କୁମାର ମାଝୀ)ଧର୍ମଗଡ ର ନବ ନିର୍ବାଚିତ ବିଧାୟକ ସୁଧିର ରଞ୍ଜନ ପଟଯୋଶୀ ଙ୍କୁ ଆଜି ଧର୍ମଗଡ ଚେମ୍ବର ଅଫ କମର୍ସ ପକ୍ଷ ରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଂଘ ର ସଭାପତି ବିଦ୍ୟାଧର ସାହୁ ଙ୍କ ଅଧ୍ୟକ୍ଷତା…

ବୌଦ୍ଧ ବିଧାୟକଙ୍କ ପାତାଳି ଶ୍ରୀକ୍ଷେତ୍ର ପରିଦର୍ଶନ,ରଥଯାତ୍ରା ପାଇଁ ସମୀକ୍ଷା

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ମାଦଳା ପାଞ୍ଜି ବର୍ଣ୍ଣିତ ପାତାଳି ଶ୍ରୀକ୍ଷେତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ନାଏକ ପଡ଼ା(ଗୁମ୍ଫା )ଠାରେ ଅବସ୍ଥିତ l ସମ୍ରାଟ ଭୋଜନ ଦେବ ଙ୍କ ରାଜତ୍ୱ ସମୟରେ ଯବନ ରାଜା ରକ୍ତବାହୁ ଶ୍ରୀକ୍ଷେତ୍ର ଆକ୍ରମଣ କରିଥିଲେ…

ରାମସେନା ଚାରିଛକ ଜଗନ୍ନାଥ କମିଟି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ରଥଯାତ୍ରା ଅବସରରେ ଶନିବାର ଚାରିଛକ ରାମସେନା ଏବଂ ଠିଡିକାଜୋର ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ଅବସରରେ ରାମସେନା ର ଯୁବଗୋଷ୍ଠୀ ଓ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ…

ନାଳ ଉପରୁ ବେଆଇନ୍ ଦଖଲକୁ ହଟାଇଲେ ପୌର ଅଧିକାରୀ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ପୌର ନିର୍ବାହୀ ଅଧିକାରୀ ମୋନରଞ୍ଜନ୍ ପଣ୍ଡା ଙ୍କ ଉପସ୍ଥିତି ରେ ସୋନପୁର ଥାନା ଅଧିକାରୀ ରମେଶ ମାହାଣା ଙ୍କ ସହଯୋଗ ରେ ରାସ୍ତା ଦୋକାନ ଗୃହ ବାହାରେ ଥିବା ସେଡ୍, ଉଠା ଦୋକାନୀ, ଦୋକାନ ନାମ…

ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଅଭାବରୁ ଚିକିତ୍ସା ସେବା ବାଧାପ୍ରାପ୍ତ

୩୩ଜଣ ଅନୁମୋଦିତ ଡାକ୍ତର ଜାଗାରେ ଅଛନ୍ତି ମାତ୍ର ୧୩ ଡାକ୍ତର ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କଲା ଜଗନ୍ନାଥ ସେବା ସମିତି  ଧର୍ମଗଡ଼ :  (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରମୁଖ ସରକାରୀ ଚିକିତ୍ସାଳୟ ମଧ୍ୟରେ ପରିଗଣିତ ଧର୍ମଗଡ଼ ସରକାରୀ…

ବିଘ୍ନରାଜ ସ୍ଥାୟୀ ନର୍ସରୀ ଠାରେ ଜିଲ୍ଲା ସ୍ତରୀୟ ୭୫ତମ ବନହୋତ୍ସବ ପାଳିତ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଜିଲ୍ଲା ସ୍ତରୀୟ 75ତମ ବନ ମହୋତ୍ସବ “ମା ପାଇଁ ଗଛଟିଏ “ଜିଲ୍ଲାର ହରଭଙ୍ଗା ବ୍ଲକ ବାମଣ୍ଡା ସ୍ଥିତ ବିଘ୍ନରାଜ ସ୍ଥାୟୀ ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ…

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) ପୁରୁଣା କଟକ ର ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଓ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ…