ପୁରୁଣାକଟକ ରେଞ୍ଜ ରେ ୭୫ତମ ବନମହୋତ୍ସବ ପାଳିତ

ହରଭଙ୍ଗା 2/7(ଚିତ୍ତ ରଞ୍ଜନ ସିଂ )ମଙ୍ଗଳବାର ଦିନ ବୌଦ୍ଧ ବନଖଣ୍ଡ ପୁରୁଣାକଟକ ବନାଞ୍ଚଳ ଅଧିନସ୍ଥ ଚାରିଛକ ସେକ୍ସନ ର ପାରାପିଟ ସଂରକ୍ଷିତ ଜଙ୍ଗଲ ରେ 75 ତମ ବନମହୋତ୍ସବ ପାଳିତ ହୋଇଯାଇଛି।ବିଭାଗ ତରଫରୁ ଉକ୍ତ ସଂରକ୍ଷିତ ଜଙ୍ଗଲ ରେ 1800 ସହ…

କେସିଙ୍ଗା ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳନ

କେସିଙ୍ଗା ତା:୦୨/୦୭(ପ୍ରୀତେଶ ପଟେଲ)ଗଛ ଲଗାଇବା ଜୀବନ ବଞ୍ଚାଇବା ଏହା ସ୍ଲୋଗାନ ଶୁଣିବାକୁ ମିଳିଛି ଚାରିଆଡ଼େ, ଏହି ପରିପ୍ରେକ୍ଷୀରେ କେସିଙ୍ଗା ମହାବିଦ୍ୟାଳୟ, କେସିଙ୍ଗା ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ଯୁବ ରେଡକ୍ରସ, ଏନ॰ସି॰ସି ଏବଂ ଜାତୀୟ ସେବା…

ରଥଯାତ୍ରା ପୂର୍ବରୁ ଜଗନ୍ନାଥ ପଡ଼ା ରାସ୍ତା ମରାମତି ନ କରାଗଲେ ଆନ୍ଦୋଳନକୁ ଓହ୍ଲାଇବ ଜଗନ୍ନାଥ ସେବା ସମିତି

ଧର୍ମଗଡ଼ ତା ୨/୭/୨୪ (ହେମନ୍ତ କୁମାର ମାଝୀ)କେବେ ସୁଧୁରିବ ଜଗନ୍ନାଥ ପଡ଼ା ପୂର୍ତ୍ତ ବିଭାଗ ରାସ୍ତା ? ରଥଯାତ୍ରା ପୂର୍ବରୁ ରାସ୍ତା ମରାମତି କରାନଗଲେ ଆନ୍ଦୋଳନ କୁ ଓଲ୍ଳାଇଵା ସହ ବିଭାଗୀୟ କାର୍ଯ୍ୟାଳୟକୁ ଘେରାଉ କରାଯିଵ ଵୋଳି ଜଗନ୍ନାଥ ସେବା ସମିତି…

ମାଧପୁର ଉତ୍କଳ ବ୍ୟାଙ୍କ ରେ ମନମୁଖୀ କାର୍ଯ୍ୟ,ଗ୍ରାହକ ହନ୍ତସନ୍ତ, କର୍ତ୍ତୃପକ୍ଷ ନୀରବ 

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଣପାହାଡ଼ ଘେରା ଅଞ୍ଚଳ ମାଧପୁର ରେ ରହିଛି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ l ଏହି ବ୍ୟାଙ୍କରେ ନିର୍ଭର ର କରନ୍ତି ଦୁର୍ଗମ ଇଲାକା ର ପ୍ରାୟ 5ହଜାର ରୁ…

କେସିଙ୍ଗା ଆଦର୍ଶ ଥାନା ରେ ନୂଆ ଫୌଜଦାରୀ ଆଇନ ବିଷୟରେ ସଚେତନତା କାର୍ଯ୍ୟକ୍ରମ

କେସିଙ୍ଗା : (ପ୍ରୀତେଶ ପଟେଲ)ଜୁଲାଇ ୧ ତାରିଖରୁ ସାରା ଦେଶରେ ୩ ଟି ନୂଆ ଫୌଜଦାରୀ ଆଇନ କାର୍ଯ୍ୟକାରୀ ହେଇଛି।ପୁରୁଣା ଆଇନ ସୋମବାର ଦିନ ଠାରୁ ପାଳଟିବ ଇତିହାସ।କେନ୍ଦ୍ର ସରକାର ଙ୍କ ନୂଆ ତିନୋଟି ଆଇନ ଗୁଡ଼ିକ ହେଲା ଭାରତୀୟ ନ୍ୟାୟ…

ନୂତନ ଅପରାଧିକର ଆଇନ କାର୍ଯ୍ୟକାରିତା ସଚେତନତା କାର୍ଯ୍ୟକ୍ରମ

ହରଭଙ୍ଗା :01/07(ଚିତ୍ତ ରଞ୍ଜନ ସିଂ ).ବଦଳିଲା ଭାରତୀୟ ଅପରାଧ ଆଇନ l 511ଧାରା ପରିବର୍ତ୍ତେ ହେଲା 357 ଧାରା l ଅପରାଧୀ ହେବେ ସାବlଡ଼ l ବ୍ରିଟିଶ ଅମଳର ଫୌଜଦାରୀ ଆଇନ ଆଇ ପି ସି ଏବଂ ସି ଆର ପି…

କାଶୀପୁର ପୋଲିସ ପକ୍ଷରୁ  “ନୂତନ ଭାରତ ନୂତନ ଆଇନ ” ସଚେତନତା କାର୍ଯ୍ୟକ୍ରମ

କାଶୀପୁର :   (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁରସ୍ଥ ପଞ୍ଚାୟତ ସମିତି ସଭାଗୃହ ଠାରେ କାଶୀପୁର ପୋଲିସ ପକ୍ଷରୁ ଆଜି ଅଞ୍ଚଳର ଜନସାଧାରଣ ଙ୍କ ଉପସ୍ଥିତିରେ ସରକାର ଦ୍ୱାରା ପ୍ରଣୀତ ନୂତନ ଆଇନ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ…

ତଅଁଳା ଗଉଡ଼ ମାନଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ହରଭଙ୍ଗା 1/7/24(ଚିତ୍ତ ରଞ୍ଜନ ସିଂ )ଗତ ରବିବାର ଦିନ ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଜୋର ଠାରେ ତଅଁଳା ଗଉଡ଼ ସମାଜ ମହିଳା ସଶକ୍ତି ସେବା ସମିତି ର ଏକ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଚାରୋଟି…