ମହାନଦୀ ର କୁମ୍ଭୀର କୁ ନେଇ ଚଳପ୍ରଚଳ କୁ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ସଚେତନତା

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ଚଳିତ ବର୍ଷ ବନ୍ୟା ପରିସ୍ଥିତି କୁ ଆଖିଆଗରେ ରଖି ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ପକ୍ଷରୁ ବୁଧବାର ଦିନ ଜଳଚର ସିଂଶ୍ର ପ୍ରାଣୀ କୁମ୍ଭୀର ଦାଉରୁ ରକ୍ଷା ପାଇବା ପାଇଁ…

କେସିଙ୍ଗା ଟ୍ରାଫିକ୍ ସମସ୍ୟା କୁ ନେଇ ବୈଠକ

କେସିଙ୍ଗା;  (ପ୍ରୀତେଶ ପଟେଲ)ଦିନ କୁ ଦିନ ଟ୍ରାଫିକ୍ ସମସ୍ୟା କେସିଙ୍ଗା ସହର ରେ ବଢିବା କୁ ଲାଗିଛି ତେଣୁ ଆଜି କେସିଙ୍ଗା ଥାନା ଏସଡିପିଙ୍କ କାର୍ଯ୍ୟାଳୟରେ ସହରରେ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଏସଡିପିଓ, ଆଇଆଇସି, ଜାତୀୟ ରାଜପଥ ଅଧିକାରୀ,…

ସ୍ବର୍ଗତ ରଞ୍ଜିତା ମହାନ୍ତି ସ୍ମୃତି ପ୍ରୋତ୍ସାହନ ବୃତ୍ତି ରାଶି ପ୍ରଦାନ

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ଆଦ୍ୟ ବୌଦ୍ଧ ବ୍ଲକ ର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଜଗତି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ସଭାଗୃହ ଠାରେ ” ରଞ୍ଜିତା ମହାନ୍ତି ସ୍ମୃତି ପ୍ରୋତ୍ସାହନ ବୃତ୍ତି ରାଶି” ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ…

କୁଳ ଲଘୁଂଛି ମହାନଦୀ

ହରଭଙ୍ଗା ; ( ଚିତ୍ତରଞ୍ଜନ ସିଂହ ) ମହାନଦୀ ଓ ଶାଖା ତେଲନଦୀ ର କୁଳ ଖାଉଥିବାରୁ ନଦୀ କୁଳିଆ ଗାଁ ଲୋକେ ବିପଦରେ । ନଦୀ କୁଳ ଲଘିଂ ଗାଁ ନିକଟକୁ ମାଡି ଆସୁଥିବାରୁ ବୌଦ୍ଧ ଜିଲ୍ଲାର ୧୦୦ ରୁ…

ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

ବେଲଗୁଣ୍ଠା; ୨୩/୦୭ (ସୁଶାନ୍ତ କୁମାର ବେହେରା )ଜାତୀୟ ଶିକ୍ଷାନୀତି-୨୦୨୦  ର ଚତୁର୍ଥ ବାର୍ଷିକି ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶର ବିଦ୍ୟାଳୟ ଗୁଡ଼ିକରେ ସୋମବାର ଠାରୁ ଆରମ୍ଭ ହୋଇଛି ଶିକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ…

ହରଭଙ୍ଗା ଧଳପୁର-ଜଗନ୍ନାଥ ସଡ଼କ ଯୋଗାଯୋଗ ବିଛିନ୍ନ,ଲଗାଣ ବର୍ଷା ରେ ଧୋଇନେଲା ଅସ୍ଥାୟୀ ପୋଲ

ବୌଦ୍ଧ ୨୩/୭ (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ଧଳପୁର -ହରଭଙ୍ଗା ଜଗନ୍ନାଥ ସଡ଼କ ରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଏଭଳି ସମସ୍ୟା ଦେଖିବାକୁ ମିଳିଛି ଉକ୍ତ ରାସ୍ତାର ସାକୁସିଙ୍ଗା ନାଳ ଉପରେ l ସୂଚନା ଅନୁଯାଇ ରାସ୍ତା…