ପାଉଁଶଗୁଣ୍ଡ ପ୍ରଦୂଷଣର ଶିକାର ହୀରାକୁଦ ଜନସାଧାରଣ

ସମ୍ବଲପୁର : ଗତ କିଛି ମାସ ହେବ ହୀରାକୁଦ ସହରରେ ପାଉଁଶଗୁଣ୍ଡ ମାତ୍ରା ବଢି ବଢି ଚାଲିଛି । ଏହା ଜୋଂଗୁ ହୀରାକୁଦ ବାସି ତଥା ଜୀବଜନ୍ତୁ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି I ହୀରାକୁଦ ସହର ପ୍ରଦୂଷଣରେ ଅତିଷ୍ଠ…