ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଥାନା ଅଧିକାରିଣୀଙ୍କୁ ସମ୍ବର୍ଦ୍ଧନା

ଧର୍ମଗଡ଼ ତା; ୧୭/୮ (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୀମାନ୍ତ ଆମପାଣି ଥାନା ଅଞ୍ଚଳ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ। ଏହି ଥାନାରେ ନୂତନ ଥାନା ଅଧିକାରିଣୀ ଭାବେ ବିଜୟଲକ୍ଷ୍ମୀ ହିକ୍ କା ଯୋଗଦେଇଛନ୍ତି। ଏହି ପରିପ୍ରେକ୍ଷୀରେ…

ଶିକ୍ଷକ ଅଭାବରେ ତାଲା ମାରି ବିଦ୍ୟାଳୟ ବାହାରେ ବସିଲେ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ

କେସିଙ୍ଗା ( ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିଲକୁଲ ଭି ଭଲ ନାହିଁ ।କେଉଁଠି ଶ୍ରେଣୀଗୃହ ର ଅଭାବ ତ କେଉଁଠି ଶିକ୍ଷକ ଅଭାବ ।କେଉଁଠି ଛାତରୁ ପାଣି ଗଲୁଛି ତ କେଉଁଠି ଗୋଟିଏ…

ମହାନଦୀ ଆଳତି ପର୍ବରେ ଯୋଗଦେଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

ବୌଦ୍ଧ – ପବିତ୍ର ପୁତ୍ରଦା ଏକାଦଶୀ ଓ ସଂକ୍ରାନ୍ତି ଅବସରରେ ମହାନଦୀ ଆଳତି ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଓ ତାଙ୍କ ଧର୍ମପତ୍ନୀ ବାଲିଗୁଡା ଉପ ଜିଲ୍ଲାପାଳ ଡ଼ ରିନା…

ମହିଳା ଡାକ୍ତର ଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ରେ ପ୍ରତିବାଦ

କଲିକତା ର ଆର ଜି କର ମେଡିକାଲ କଲେଜ ର ମହିଳା ଡାକ୍ତର ଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ର ପ୍ରତିବାଦ ରେ ଆନ୍ଦୋଳନ ର ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ୍। ଏହି କ୍ରମରେ ଆଜି ଯାଜପୁର ରେ…

ଭୁ‌ବନେଶ୍ବରରୁ ସିମ୍ ବକ୍ସ ମିଳିବା ଘଟଣା: ବାଂଲାଦେଶରେ ଥିଲା ହ୍ୟାଣ୍ଡଲର, ପାକିସ୍ତାନ ଓ ଚୀନରୁ ଆସୁଥିଲା କଲ

ଭୁବନେଶ୍ବର: ଭୁବନେଶ୍ବର ସିମ ବକ୍ସ ଜବତ ଘଟଣାରେ ପୁଲିସ କମିଶନର ବଡ଼ ସୂଚନା ଦେଇଛନ୍ତି। ସିମବକ୍ସକୁ ପାକିସ୍ତାନ, ଚୀନ ଓ ମଧ୍ୟ ପ୍ରାଚ୍ୟକୁ କଲ କରିବା ପାଇଁ ବ୍ୟବହାର କରାଯାଇଥାଏ। ସାଇବର ଠକ, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ମଧ୍ୟ…