ଜର୍ଣ୍ଣାଲିଷ୍ଟ ଆସୋସିଏସନ ତରଫରୁ ୭୮ତମ ସ୍ୱାଧୀନତା ଦିବସ ପାଳନ ଓ ରୋଗୀଙ୍କୁ ଫଳ ବଣ୍ଟନ
ହରଭଙ୍ଗା 15/8(ଚିତ୍ତ ରଞ୍ଜନ ସିଂ )ଗୁରୁବାର ସକାଳ 8 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ତରଫରୁ ଚାରିଛକ ସ୍ଥିତ କାର୍ଯ୍ୟାଳୟ ଠାରେ 78 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଚାରିଛକ…