ଦୀର୍ଘ ୩୦ ଘଣ୍ଟା ପରେ ମିଳିଲା ସାଗର ରେ ନିଖୋଜ ବାପାର ମୃତଦେହ

କେସିଙ୍ଗା; ୯/୮ (ପ୍ରୀତେଶ ପଟେଲ)ଗତକାଲି କେସିଙ୍ଗା ବୋରିଙ୍ଗପଦର ର ବୈବସୁତ ରଣା (୫୦) ମାଛ ମାରିବାକୁ ସ୍ଥାନୀୟ ସାଗର କୁ ଯାଇ ନିଖୋଜ ଘଟଣାର ପ୍ରାୟ ୩୦ ଘଣ୍ଟା ପରେ ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ଦମକଳ ବାହୀନି ସାଗର…

ଧର୍ମଗଡ଼ ନଗର ଓ୍ୱାଡ ନମ୍ବର ୧୪ ଓ ୧ ବୁଲି ଲୋକଙ୍କ ସମସ୍ୟା ଵୁଝିଲେ ଧର୍ମଗଡ଼ ବିଧାୟକ

ଧର୍ମଗଡ଼ ତା ୮/୮/୨୪ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ , ନଗର ପାଲ ଅଶୋକ ମହାନ୍ତି ନଗର ସଭାପତି ହରେକୃଷ୍ଣ ପଣ୍ଡା, ପୂର୍ବତନ ନଗର ସଭାପତି ହେମନ୍ତ ମାଝୀ, ପୂର୍ବତନ ଓ,ଵି,ସି ରାଜ୍ୟ ସଂପାଦକ ଜନ୍ମେଜୟ ନାଏକ, ବରିଷ୍ଟ ବିଜେପି…

ବୌଦ୍ଧ ବିଧାୟକ ଙ୍କ ବିଭିନ୍ନ ପଞ୍ଚାୟତ ଗସ୍ତ ଲୋକଙ୍କ ସମସ୍ୟା ବୁଝିଲେ

ହରଭଙ୍ଗା ୮/୮ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ବିଧାୟକ ତଥା ଶାସକ ଦଳ ର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୁରୁବାର ଦିନ ଜିଲ୍ଲା ର ହରଭଙ୍ଗା ବ୍ଲକ 9 ନମ୍ବର ଜୋନ ର ସଂକୁଲେଇ, ଛତ୍ରଙ୍ଗ, କୁସଙ୍ଗ ଓ…

ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ଏନ୍ ଏ ୧୩୦ସି ରାସ୍ତା ନିମ୍ନ ମାନର

ଧର୍ମଗଡ଼ ୮/୮/୨୪ (ହେମନ୍ତ କୁମାର ମାଝୀ)ସରକାର ଲୋକମାନଙ୍କ ଯାତାୟାତ ପାଇଁ କୋଟି କୋଟି ଟଙ୍କା ଖର୍ଚ କରି ଉଚ୍ଚ ମାନର ରାସ୍ତା, ଡ୍ରେନ, ବ୍ରିଜ, ଭଲି ବିଭିନ୍ନ ସୁବିଧା ସୁଯୋଗ ଯୋଗାଉଥିବା ବେଳେ ଠିକାଦାର ଓ ଵିଭାଵଗିୟ ଅଧିକାରୀ ମାନେ ମିଶି…

କନେଷ୍ଟବଳଙ୍କ ବନ୍ଧୁକରୁ ଗୁଳି ଫୁଟି ଦୁଇ ମୃତ ଘଟଣା,ଅତ୍ୟଧିକ ମଦ୍ୟପାନ କରି ନିଜେ ଗୁଳି ଫୁଟାଇ ଥିଲେ ମୃତକ :-ସମ୍ୱଲପୁର ଆଇଜି ହିମାଂଶୁ ଲାଲ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚୁଲିମାଳରେ ପୋଲିସ କନେଷ୍ଟବଳଙ୍କ ବନ୍ଧୁକରୁ ଗୁଳି ଫୁଟି ଦୁଇ ମୃତ ଘଟଣା । ଅତ୍ୟଧିକ ମଦ୍ୟପାନ କରି ନିଜେ ଗୁଳି ଫୁଟାଇ ଥିଲେ ମୃତକ । ପ୍ରଥମେ ଶେଷଦେବକୁ ବାଜିଥିଲା ଗୁଳି…

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶାଖାରେ ପାର୍କିଂ ସ୍ଥାନର ଅଭାବ,ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା।

ପାର୍କିଂ ବ୍ୟବସ୍ଥା ପାଇଁ ଚିଫ୍ ଜେନେରାଲ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କଲା ଧର୍ମଗଡ ବ୍ୟବସାୟୀ ସଙ୍ଘ…. ଧର୍ମଗଡ଼ ତା ୮/୮( ହେମନ୍ତ କୁମାର ମାଝୀ)ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଧର୍ମଗଡ ଶାଖା ସମ୍ମୁଖରେ ଗାଡ଼ି ପାର୍କିଂ ବ୍ୟବସ୍ଥା ନ ଥିବାରୁ ଉକ୍ତ…

କଲ୍ୟାଣ ମଣ୍ଡପ ରେ ସାର ଗୋଦାମ ଅନୁମତି ଦେଲେ କିଏ ?

ହରଭଙ୍ଗା ୭/୮ (ଚିତ୍ତ ରଞ୍ଜନ ସିଂ ) ସରକାର ଜନ କଲ୍ୟାଣ ଉଧେଶ୍ୟ ରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ କୋଠା ବାଡ଼ି କମିଟି ସେଣ୍ଟର କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି ହେଲେ ପରିତାପର ବିଷୟ ଯେଉଁ…