ଡ଼. ମୌମିତା ଦେବନାଥ ଙ୍କୁ ନ୍ୟାୟ ପ୍ରଦାନ ଦାବି ରେ କେସିଙ୍ଗା ଟେଣ୍ଟ, ଲାଇଟ୍, ଫ୍ଲାୱାର, ଆଣ୍ଡ ଡିଜେ ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

କକେସିଙ୍ଗା (ପ୍ରୀତେଶ ପଟେଲ)ଲିକତା ର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ଯୁବ ମହିଳା ଡାକ୍ତର ଙ୍କୁ ଗଣ ବଳାତ୍କାର ପରେ ବିଭତ୍ସ ହତ୍ୟା କରାଯିବା କୁ ନେଇ ସାରା ଦେଶରେ ଓ ବିଶ୍ଵ ରେ ଡାକ୍ତର ଙ୍କ ସୁରକ୍ଷା…

ଦୁଇଟି ମୃତ ବାରହା ଜବତ ୪ଜଣ ଆସାମୀଙ୍କ ସହ ଦୁଇ ବାଇକ ଜବତ

ହରଭଙ୍ଗା ୨୦/୮ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ବନଖଣ୍ଡ ମାଧପୁର ବନାଞ୍ଚଳ ଆଡ଼େଣିଗଡ଼ ବିଟ ଅଞ୍ଚଳ ରୁ ଦୁଇଟି ବାରହା ର ମୃତ ଦେହ ସହ ଚାରିଜଣ ଆସାମୀ ଓ ଦୁଇଟି ବାଇକ କୁ ଜବତ କରିଛି ବନବିଭାଗ। ମିଳିଥିବା ସୂଚନା…

ମାହେଶ୍ୱରୀ ଗୋଶାଳାରେ ରକ୍ଷା ବନ୍ଧନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ପବିତ୍ର ଶ୍ରାଵଣ ପୁର୍ଣ୍ଣିମା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମାହେଶ୍ୱରୀ ଗୋଶାଳା ର…

ସମ୍ପୂର୍ଣ୍ଣ ମାନବ ସୁଦୀପ ନନ୍ଦ

ଡ଼ଃ ସୁଦୀପ କୁମାର ନନ୍ଦ, ଆଇ.ଏ.ଏସ.(ଅବସରପ୍ରାପ୍ତ)ଙ୍କର ସ୍ମୃତି ଉଦ୍ଦେଶ୍ୟରେ (ଡଃ ବଦ୍ରି ମହାପାତ୍ର) ଡଃ ସୁଦୀପ କୁମାର ନନ୍ଦ ଜଣେ ସମ୍ପୂର୍ଣ୍ଣ ମାନବ ଥିଲେ। ୧୯୭୮ ମସିହା ଗୁଜୁରାଟ କ୍ୟାଡ଼ରର ଆଇ.ଏ.ଏସ. ଅଧିକାରୀ, ଡ଼ଃ ନନ୍ଦଙ୍କର ଗତ ଜୁଲାଇ ମାସ ୨୬…

ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ,ମାନସିକ ରୋଗରେ ପୀଡିତ ୪ ବର୍ଷର ଶିଶପୁତ୍ର ଅବନୀ

ପରିବାର ଙ୍କୁ ମିଳିନି ରାସନ୍ କାର୍ଡ  କନ୍ଧମାଳ( ଅରୁଣ କୁମାର ଷଡ଼ଙ୍ଗୀ)ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ସରକାର ଙ୍କ ଯୋଜନା ଆଜି ବି ଜନ ସଧାରଣ ନିକଟ ରେ ଅପହଞ୍ଚ ହୋଇ ରହିଯାଇଛି l ସରକାର…

ଗଙ୍ଗାଧର ମେହେର ପ୍ରତିମୂର୍ତ୍ତି ଉଦଘାଟିତ ଉତ୍ସବ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଜିଲ୍କା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମରେ ଖଗେଶ୍ୱର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରକୃତି ଓ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରକାଶ ଚନ୍ଦ୍ର ମେହେର ସଭାପତି ରାଜ୍ୟ ବୟନିକା…