ଭିଡ଼ିଓ କନଫରେନ୍ସ ଦ୍ୱାରା ସୁଭଦ୍ରା ଯୋଜନା ର ଶୁଭାରମ୍ଭ
କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ମାଣିକେଶ୍ୱରୀ ଆଦିବାସୀ ବିଦ୍ୟାଳୟ ପରିସର ମଧ୍ୟରେ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବଡ଼ ଧୁମଧାମରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ହେଇଯାଇଛି । କାର୍ଯ୍ୟକ୍ରମ ରେ ବ୍ଲକ ଅନ୍ତର୍ଗତ ୨୪ ଗୋଟି…