ପ୍ରେମ ବିବାହକୁ କ୍ରଦ୍ଧ କରି ଜ୍ୱାଇଁ କୁ ହତ୍ୟା ଓ ଝିଅ ଗୁରୁତର,ଅଭିଯୁକ୍ତ ପିତା ଗିରଫ
କାଶୀପୁର : ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଆଡାଜର ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରେମ ବିବାହକୁ ନାପସନ୍ଦ କରି ଜଣେ ପିତା ଜ୍ୱାଇଁ କୁ ହତ୍ୟା କରି ଝିଅକୁ ବିଧବା…