ସାରା ପଶ୍ଚିମ ଓଡିଶାରେ ପାଳିତ ହେଉଛି ପୁଅ ଜିଉନ୍ତିଆ ଓଷା
ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସାରା ପଶ୍ଚିମ ଓଡିଶାରେ ପାଳିତ ହେଉଛି ପୁଅ ଜିଉନ୍ତିଆ ଓଷା । ହେଲେ ସୁବର୍ଣ୍ଣପୁର ଗଡଜାତରେ ଏହି ପୂଜାର ସ୍ୱତନ୍ତ୍ରତା ରହିଛି । ସନ୍ତାନମାନଙ୍କ ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ମାଁ ମାନେ ଅତିନିଷ୍ଠାର ସହ…
ଅଧିଷ୍ଠାତ୍ରୀ ଦେବୀ ମା’ଭୈରବୀ ଙ୍କ ଗୁପ୍ତ ପୂଜା ଆରମ୍ଭ
ହରଭଙ୍ଗା ୨୪/୯ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଙ୍କ ପୀଠରେ ମଙ୍ଗଳବାର ଦିନ ଷୋହଳ ପୂଜା ବା ଖଣ୍ଡାବସା ପର୍ବ ଆରମ୍ଭ ହୋଇଛି।ଅପରାହ୍ନ ଚାରିଟା ସମୟରେ ମା ଙ୍କ…
କାଶୀପୁର ଶିକ୍ଷା ବିଭାଗ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ମାନ ନିର୍ଧାରଣ ଓ ଦିବ୍ୟାଙ୍ଗ ସାମଗ୍ରୀ ବଣ୍ଟନ ଶିବିର
କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶିକ୍ଷା ବିଭାଗ ଓ ଆଲମିକ (ସାମାଜିକ ସେବା )ସଂସ୍ଥା ଆନିକୁଲ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କୁ ଆବଶ୍ୟକତା ଅନୁଯାୟୀ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମ ଟି କାଶୀପୁର ନୋଡାଲ ଉଚ୍ଚ…
ବଣୁଆ ହାତୀ ଉପଦ୍ରବ
ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ବିଳମ୍ବିତ ରାତ୍ରିରେ ୨୫ଟିକିଆ ବଣୁଆ ହାତୀ ପଲର ଉପଦ୍ରବ । ଏକର ଏକର ଚାଷ ଜମି ର ଧାନ, କପା,ମାଣ୍ଡିଆ ପନିପରିବା ନଷ୍ଟ କଲେ ହାତୀ ପଲ । ବୌଦ୍ଧ ବନଖଣ୍ଡ ବଘିଆପଡା ସେକସନ ରେଙ୍ଗାଲି…
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର
ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ ପଂଚାୟତଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ମୂଖ୍ୟ କାର୍ଯ୍ୟାଳୟ ଡ଼ିଏସପି ସଂଯୁକ୍ତା ବାଲ୍ଲା ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ…