ସ୍ଵଚ୍ଛ ହିଁ ସେବା ରେ ସରକାରୀ ଉଚ୍ଚ ବିଦ୍ୟାଳୟ ,କଳାହାଣ୍ଡି ଉତ୍ସଵ ପଡ଼ିଆ ଏଵଂ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ଠାରେ ସଫେଇ
ଧର୍ମଗଡ଼ ତା ୨୩/୯(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ପକ୍ଷରୁ ସ୍ଵଚ୍ଛ ହିଁ ସେବା ପାଳନ କାର୍ଯ୍ୟକ୍ରମ ରେ ଆଜି ନଗର ପାଲ ଅଶୋକ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, କଳାହାଣ୍ଡି…
୧୬ ଦଫା ଦାବୀ ନେଇ ଜିନ୍ଦାବାଦ ସଂଗଠନ ତରଫରୁ ଦାବିପତ୍ର ପ୍ରଦାନ
ଧର୍ମଗଡ଼ ତା ୨୩/୯(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଜିନ୍ଦାବାଦ ସଂଗଠନ ଏବଂ ଓଡିଶା ଜଙ୍ଗଲ ଅଧିକାର ମଞ୍ଚ କଳାହାଣ୍ଡି ପକ୍ଷରୁ ସୋମବାର ସକାଳ ୧୦ ଟା ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ୧୬ ଦଫା ଦାବୀ ସମ୍ବଳିତ ଏକ…
ବିଜେପି ପକ୍ଷରୁ ମହିଳା ଡିଜିଟାଲ ସଦସ୍ୟତା ଅଭିଯାନ
ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପୂର୍ତ୍ତ ଡାକ ବଙ୍ଗଳା ଠାରେ ସୋମବାର ଦିନ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଆନୁକୂଲ୍ୟରେ ଡିଜିଟାଲ ସଦସ୍ୟତା ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ପ୍ରତି ବୁଥ…
୩୯୧ ବ୍ଲକ କ୍ୟାଟେରିଆ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ
ଧର୍ମଗଡ; ୨୨/୯(ହେମନ୍ତ କୁମାର ମାଝୀ)ସ୍ଥାନୀୟ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ୩୯୧ ବ୍ଲକ କ୍ୟାଟେରିଆ ଅଧ୍ୟାପକ ଓ କର୍ମଚାରୀ ସଂଘ, କଳାହାଣ୍ଡିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘଦିନ ଧରି ୩୯୧ ବ୍ଲକ କ୍ୟାଟେରିଆ କଲେଜମାନଙ୍କୁ ୧୯୯୪ ଅନୁଦାନ ନୀତି ଆଧାରରେ ନୋସନାଲ…
ସ୍ଵଚ୍ଛ ହିଁ ସେବା ପାଳନ ଅବସରରେ ଧର୍ମଗଡ଼ ନଗର ସ୍ଥିତ ସମସାନ ଘାଟ ସଫେଇ ଏଵଂ ବିଭିନ୍ନ କାର୍ଯ୍ୟକ୍ରମ
ଧର୍ମଗଡ଼ ତା ୨୨/୯(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ପକ୍ଷରୁ ସ୍ଵଚ୍ଛ ହିଁ ସେବା ପାଳନ ଅବସରରେ ଧର୍ମଗଡ଼ ସମସାନ ଘାଟ ସଫୋଇ କାର୍ଯ୍ୟ କ୍ରମ କରାଯାଇଥିଲା। ନଗର ପାଲ ଅଶୋକ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମ…
ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଘଂର ପ୍ରଶିକ୍ଷାର୍ଥୀଙ୍କ ସଫଳତା
ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲାର ଦମାମୁଣ୍ଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ତା -୨୧/୨୨ ଦୁଇଦିନ ଧରି ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମଧ୍ୟରେ…