ଦୀର୍ଘ ୪୨ବର୍ଷ ପରେ ବି ମନେ ରହିଚି ମହା ବନ୍ୟାର ଭୟାଭୟ ସ୍ମୃତି
ହରଭଙ୍ଗା (ଚିତ୍ତରଞ୍ଜନ ସିଂ)୧୯୮୨ ମସିହା ଅଗଷ୍ଟ ୩୦ ତାରିଖ ପ୍ରଳୟ ଓ ପରାଧୀ ଜଳରେ ଉବୁଟୁବୁ ହୋଇଥିଲା ମହାନଦୀ ଅବବାହିକା ବ୍ୟାପକ ଅଞ୍ଚଳ I ମହା ନଦୀର ମହା ବନ୍ୟା ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳରେ ସ୍ରୁଷ୍ଟି ହୋଇଥିଲା ପ୍ରଳୟଙ୍କାରୀ ପରିସ୍ଥିତି…