ସୁଭଦ୍ରା ରଥ କୁ ନେଇ ଉଠିଥିବା ଗୁଜବକୁ ସମାଧାନ କଲେ ବିଡ଼ିଓ

ହରଭଙ୍ଗା:୧୪/୦୯ (ଚିତା ରଂଜନ ସିଂ) ଗତ କାଲି ସୁଭଦ୍ରା ରଥ ଗାଁ କୁ ନ ପହଂଚିବା ନେଇ ଏକ ଭିନ୍ନ ମୋଡ଼ ଦେଖାଯାଇଥିଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ l ଘଟଣାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା l…

ରାଜ୍ୟ ସ୍ତରୀୟ ଏବଂ ଜ଼ିଲ୍ଲା ସ୍ତରୀୟ ବିକାଶ ମେଳା ପାଇଁ ବ୍ୟାପକ ପ୍ରସ୍ତୁତି ଏବଂ ଚୂଡାନ୍ତ ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା ୧୪/୦୯(ଚିତ ରଂଜନ ସିଂ) ଆଜି ଅପରାହ୍ନ ୪ .୩ 0 ମିନିଟରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟlଳୟ ସ୍ଥିତ ଓସ୍ୱାନ ହଲଠାରେ ସେପ୍ଟେମ୍ବର ୨୦ ,୨୧  ଏବଂ ୨୨  ରିଖରେ ରାଜ୍ୟ ସ୍ତରୀୟ ଏବଂ ଜ଼ିଲ୍ଲା ସ୍ତରୀୟ ବିକାଶ ମେଳା ପାଇଁ ବ୍ୟାପକ…

ବିରନରସିଂପୁର ଠାରେ ଆନନ୍ଦ ଅନୁଭୂତି ଶିବିର ଉଦଘାଟିତ

ହରଭଙ୍ଗା ୧୪/୦୯ (ଚିତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂପୁର ଫୋରେଷ୍ଟ ନର୍ସରୀ ଠାରେ ବିଶ୍ୱ ପ୍ରସିଦ୍ଧ ଯୋଗ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ବୌଦ୍ଧ ଶାଖା ତରଫରୁ ଛଅ ଦିନିଆ…

ଡେଲିଭରି ବୟ କରୁଥିଲେ ଗଞ୍ଜେଇ ଚାଲାଣ

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ବାଉଁସୁଣୀ ପୋଲିସ ପକ୍ଷରୁ ୨୩  କେଜି ଗଂଜେଇ ଜବତ ହୋଇଥବା ବେଳେ ବାଇକ ସହ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି l ବୌଦ୍ଧ ବ୍ଲକ ବାଉଁସୁଣୀ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ…

ତାଳୁକ ଆଇନ ସେବା ସମିତି ଧର୍ମଗଡ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

ଧର୍ମଗଡ଼ ତା ୧୪/୯:(ହେମନ୍ତ କୁମାର ମାଝୀ)ତାଳୁକୁ ଆଇନ ସେବା ସମିତି, ଧର୍ମଗଡ ଅନୁକୂଲ୍ୟ ରେ ସ୍ଥାନୀୟ ଧର୍ମଗଡ ସିଭିଲ କୋର୍ଟ ପରିସର ରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ତାଳୁକୁ ଆଇନ ସେବା ସମିତି ର ଅଧକ୍ଷ୍ୟ ସୁରେଶ ଚନ୍ଦ୍ର…

ବ୍ରାହ୍ମଣ ଛେଣ୍ଡିଆ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ

ଧର୍ମଗଡ଼ ତା ୧୪/୯( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଉପଲକ୍ଷେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ସ୍ତରର ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।…

କାଶୀପୁର ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ ଅନୁଷ୍ଠିତ

କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ପରିପେକ୍ଷୀରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୁଳରଞ୍ଜନ ସୁନା ରିବନ…