ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ନବୀନଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର
ବୌଦ୍ଧ =( ଚିତ୍ତରଞ୍ଜନ ସିଂହ )ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବ ଓଡ଼ିଶାର ନିର୍ମାତା ନବୀନ ପଟନାୟକଙ୍କ 78ତମ ଜନ୍ମ ଦିବସ ଅବସରରେ ସମଗ୍ର ଓଡ଼ିଶାରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ…