ଉତ୍କଳ ଆଲୁମିନା ର ଦୀପାବଳି ଉପହାର କୁ ଗ୍ରହଣ କଲାନି କାଶୀପୁର ବ୍ଲକ ସାମ୍ବାଦିକ ସଙ୍ଗ
କାଶୀପୁର : ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା କାରଖାନାର ଲୋକ ସମ୍ପର୍କ ଅଧିକାରୀ ପିତାମ୍ବର ବେହେରା କାଶୀପୁର ବ୍ଲକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୀପାବଳି ଉପହାର ଦେବା ପାଇଁ…