ବୌଦ୍ଧ ରେଳ ଷ୍ଟେସନ ରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ କମିସନର ଅଫ ସେପ୍ଟି
ହରଭଙ୍ଗା: (ଚିତ୍ତରଞ୍ଜନସିଂ)-ସଫଳ ହୋଇଛି ରେଳବିଭାଗ ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟା । ।ଆଉ ମାତ୍ର କିଛି ଦିନର ଅପେକ୍ଷା । ରେଳମନ୍ତ୍ରାଳୟ ରୁ ଅନୁମତି ମିଳିବା ପରେ ବୋୖଦ୍ଧ କୁ ଗଡ଼ିବ ରେଳ ଗାଡି । ଏଥିପାଇଁ ପୂର୍ଵତଟ ରେଳବାଇ…