ଆନ୍ଦୋଳା ଠାରେ ଯାଜପୁର ବିକାଶ ମଞ୍ଚ ଦ୍ୱାରା ବସ୍ତ୍ର ପ୍ରଦାନ କାର୍ଯ୍ୟକ୍ରମ
ଭୁବନେଶ୍ବର : ୧୦/୦୧ ଗତ ଶୁକ୍ରବାର ଆନ୍ଦୋଳା ସ୍ଥିତ ବିଣାପାଣୀ କ୍ଲବ୍ ଛକ ଠାରେ ଯାଜପୁର ବିକାଶ ମଞ୍ଚ ଦ୍ୱାରା ବସ୍ତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ସ୍ଥାନ ସ୍ଥିତ କୁଞ୍ଜବିହାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…