କଳାହାଣ୍ଡି ଉତ୍ସବ ଅବସର ରେ ଦୃତ ସାଇକେଲ ଚାଳନା ପ୍ରତିଯୋଗୀତା
ଧର୍ମଗଡ:୧୪/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଉତ୍ସବ ଅବସର ରେ ପୁରୁଷ ଓ ମହିଳା ମାନଙ୍କ ଦୃତ ସାଇକେଲ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଧର୍ମଗଡ ବ୍ଲକ ବେହେରା ପଡିଆ ରୁ ଧର୍ମଗଡ କଳାହାଣ୍ଡି ଉତ୍ସବ ପଡିଆ ପର୍ଯ୍ୟନ୍ତ ଦୀର୍ଘ ୨୦…