ମାଣ୍ଡବାସାହିରେ ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବଚନ

ଢେଙ୍କାନାଳ, ୨୨/୨: ଢେଙ୍କାନାଳ ସହର ମାଣ୍ଡବା ସାହି ପଦ୍ମବଜାରସ୍ଥିତ ଶ୍ରୀଶ୍ରୀ ଚୈତନ୍ୟ ମନ୍ଦିର ପ୍ରାଗଣରେ ଶ୍ରୀ ଶ୍ରୀଅଭିରାମ ପରମହଂସ ଦେବଙ୍କ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବାବା ଚିନ୍ମୟ ଜୀ , ବାବା ଶେଷଦେବ ଜୀ ଓ…

କୃଷ୍ଣମୋହନପୁର ଠାରେ ମାହେଶ୍ୱରୀ ଗୋଶାଳା ଶୁଭ ଉଦଘାଟନ ଓ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଗୋପ, ମଥୁରା ବୃନ୍ଦାବନ ଓ କେଳାକଟା ଖେଳ ପଦିଆ ଓ ମାହେଶ୍ୱରୀ ଗୋଶାଳା ଠାରେ ଆସନ୍ତା ମାର୍ଚ୍ଚ ତା 08 ଠାରୁ 16ରିଖ ପର୍ଯ୍ୟନ୍ତ ନଅ ଦିନ ବ୍ୟାପି ନାମ ଯଜ୍ଞ, ଅନ୍ନ ଯଜ୍ଞ, ଗୃତ…

ସ୍ଵର୍ଗତଃ ଦୁର୍ଯ୍ଯୋଧନ ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ବର/ ନୂଆଦିଲ୍ଲୀ ତା ୨୦/୦୨/ ୨୫ରିଖ : ଦିଲ୍ଲୀର ବିଖ୍ୟାତ ଉଦ୍ୟୋଗପତି ଓ ସ୍ୱନାମଧନ୍ୟ ସମାଜସେବୀ ଦୁର୍ଯ୍ଯୋଧନ ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ଵର୍ଗତଃ ପ୍ରଧାନଙ୍କର ବିୟୋଗର ଏକାଦଶ ତିଥି ଉପଲକ୍ଷେ ଭୁବନେଶ୍ବରର ଏ. ଏ…

କାଙ୍କଡପାଳ ଗ୍ରାମରେ ୧୯ତମ ଅଷ୍ଟପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ଢେଙ୍କାନାଳ, ୨୦/୨: କାଙ୍କଡପାଳ ଅଷ୍ଟପ୍ରହରୀ ନାମଯଜ୍ଞର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଶେଷ ଦିନରେ ନଗରକୀର୍ତନ ଉପଲକ୍ଷେ କଟକ ଜିଲ୍ଲାର ବାଣେଶ୍ଵର ପଦାମାଳ ର ଗାୟକ ଗଙ୍ଗାଦେବୀ ଏବଂ କଟକ ନରସିଂହପୁର ବଡିଆର ଗାୟିକା ଅଞ୍ଜନା ଦେବୀଙ୍କ ଦ୍ୱାରା ବୈଠକ…