ଫିଉଜନ ରେ ଡାଲ ଖାଇ ନୃତ୍ୟ ରେ ସାମିଲ,ଗିନିଷ ବୁକ ଅଫ ରେକର୍ଡ

କେସିଙ୍ଗା; (ପ୍ରୀତେଶ ପଟେଲ) ଦେଶର ଦିଲ୍ଲୀ ର ଇଣ୍ଡିଆ ଗେଟ ରେ 76th ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ଦେଶର ସବୁଠୁ ବଡ଼ ସଂସ୍କୃତି ସମ୍ମିଶ୍ରଣ ନୃତ୍ୟ ରେ ୫ ହଜାର କଳାକାର ମଧ୍ୟରେ କଳାହାଣ୍ଡି କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ…