ବାରମ୍ବାର ଛେଳି ମୃତ୍ୟୁ ହେଉଥିବା ର ଅଭିଯୋଗ ଆଣିଲେ ଜଣେ ଛେଳି ପାଳକ

କାଶୀପୁର;  (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ରେ ମସ୍ତରାମ ବଡନାୟକ ନାମକ ଜଣେ ଛେଳି ପାଳଙ୍କ ଛେଳି କିଛିଦିନ ହେବ କ୍ରମାଗତ ଭାବେ ପାଞ୍ଚଟି ଛେଳି ମୃତ୍ୟୁ ହୋଇ ଥିବାର ଅଭିଯୋଗ ଆଣିଛନ୍ତି। ଛେଳି ପାଳଙ୍କ ଅଭିଯୋଗ…