ହରଭଙ୍ଗା ୩୦ /୦୬ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ କନ୍ଧମାଳ ସୀମାନ୍ତ ରାଣିପଥର ଘାଟିରେ ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ ହେଇଥିବା ବେଳେ ଏଥିରେ ଚାରି ଜଣ ଗୁରୁତର ଆହାତ ହୋଇଥିବା ବେଳେ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବାଉଁସୁନି ଅଞ୍ଚର ଧର୍ମୁ ମେହେର ଙ୍କ ପରିବାର ର ପ୍ରୀତି ମେହେର, ଗାୟତ୍ରୀ ମେହେର, ଏବଂ ତନ୍ମୟ ମେହେର, ଏକ୍ କାର ଯୋଗେ କୌଣସି କାମରେ ଫୁଲବାଣୀ ଯାଇ ଫେରୁଥିବା ସମୟରେ କାର ଟି ଭାରସାମ୍ୟ ହରାଇ ରାଣିପଥର ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ଏଥିରେ ଚାରିଜଣ ଗୁରୁତର ଆହତ ଙ୍କୁ ସେଇ ରାସ୍ତା ଦେଇ ଆସୁଥିବା କିଛି ଲୋକ ଆହତ ମାନଙ୍କୁ ଉଦ୍ଧାର କରି ଓ. ଅସ୍. ଆର.ଟିଶୀ ବସ୍ ଯୋଗେ ଆଣି ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଡାକ୍ତର ଆହତ ମାନଙ୍କ ପ୍ରାଥମିକ ଚିକିତ୍ସା କରି ବୌଦ୍ଧ ମୁଖ୍ୟ ଡ଼ାକ୍ଟର ଖାନା ଙ୍କୁ ପଠାଇଥିବା ବେଳେ ଯଦି ଅବସ୍ତା ସଙ୍କଟା ପୂର୍ଣ୍ଣ ହୁଏ ବୁର୍ଲା ଡ଼ାକ୍ତରଖାନାରେ କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।