ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ଆଜି ନବରଙ୍ଗପୁର ମନୀଷା ହୋଟେଲ ସମ୍ମିଳନୀ କକ୍ଷ ରେ ବିଜେପି ର ବରିଷ୍ଠ ନେତା ତଥା ପୂର୍ବତନ ନବରଙ୍ଗପୁର ନଗର ପାଳ ଶ୍ରୀ ଅର୍ଜୁନ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ ରେ ନବରଙ୍ଗପୁର ଜିଲ୍ଲା ରେ ବିଜେଡି ସରକାର ଚାଲିଥିବା ନବରଙ୍ଗପୁର ଜିଲ୍ଲା ବିଭିନ୍ନ ପ୍ରକାର ଦୃନୀତି ହେଇଛି ସେ ସମ୍ପର୍କ କହିବା ସହ ଦୃନୀତି କରିଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଛନ୍ତି !