ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ରଥଯାତ୍ରା ଅବସରରେ ଶନିବାର ଚାରିଛକ ରାମସେନା ଏବଂ ଠିଡିକାଜୋର ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ଅବସରରେ ରାମସେନା ର ଯୁବଗୋଷ୍ଠୀ ଓ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଠିଡିକାଜୋର, ଶିବମନ୍ଦିର ଏବଂ ଚାରିଛକ ବଜାର ,ଡ୍ରେନ ପରିଷ୍କାର ପରିଛନ କରାଯାଇଥିଲା।
ଏଭଳି ମହତ୍ୱପୂର୍ଣ୍ଣ ସଫେଇ କାର୍ଯ୍ୟକ୍ରମରେ ଜଗନ୍ନାଥ କମିଟି ର ମହିଳାମାନେ ଙ୍କ ସହ ରାମସେନା ର କର୍ମକର୍ତ୍ତା ଦୀପକ ଯେସଓଲ, ସମର ବେହେରା, ଚିତ୍ତ ରଞ୍ଜନ ସାହୁ, ଜଗନ ସାହୁ,ଭଗତ ଜେନା, ଟିକିନା ହାତୀ,ଗୁପ୍ତେଶ୍ଵର ସାହୁ ପ୍ରମୁଖ ସହଯୋଗ କରିଥିଲେ।