ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ର ମହାନଦୀ କୂଳରେ ଅବସ୍ତିତ ଗ୍ରାମ ଗୁଡିକୁ ହରଭଙ୍ଗା ଏବଂ ପୁରୁଣାକଟକ ପୋଲିସ ର ମିଳିତ ଉଦ୍ୟମ ରେ ଆଜି ଧଳପୁର ଖଣ୍ଡିଧଳପୁର, କୁଡାସିଙ୍ଗା, ତୀରଡ଼, କୁଶା ସିଙ୍ଗା, କୁମାରୀ, ଅତଲସରା ଆଦି ଗ୍ରାମ ମାନଂକୁ ଯାଇ ଲୋକ ମାନଂକୁ ସଚେତନ କରାଯାଇଛି ଯାହାକି ଆଗାମୀ 28 ତାରିଖ ରବିବାର ଦିନ ହୀରା କୁଦ ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ଯାହାକି ଏହି ପାଣି ଛାଡିବା ଏକ ଶୁଭ ବେଳା ପୂଜା ପାଠ ପରେ ହିଁ ଗେଟ ଖୋଲା ଯାଇ ଥାଏ l

ଏଣୁ ଏହି ଦିନ ନଦୀକୂଳକୁ ଗୋରୁ, ଗାଈ, ଛେଳି ମେଣ୍ଢା ନ ନେବାକୁ ଜନ ସାଧାରଣ ଙ୍କୁ ଜ଼ିଲ୍ଲା ପ୍ରଶାସନ ର ନିଁର୍ଧେଶ କ୍ରମେ ପୋଲିସ ଗ୍ରାମରେ ପଂହଁଚି ଲୋକ ମାନଙ୍କୁ ଏକାଠି କରି ବୁଝାଇବା ଶହ ମାଇକ ଦ୍ୱରା ସଚେତନ କରିଥିଲେ ଏହି କାର୍ଯ୍ୟ କ୍ରମ ରେ ପୁରୁଣା କଟକ ଥାନା ଅଧିକାରୀ ସାରଦା ପ୍ରସାଦ ଦାସ, ହରଭଙ୍ଗା ଏ ଏସ ଆଇ ଅବନୀ ରଞ୍ଜନ ବେହେରା, ଆଡେ ଣି ଗଡ଼ ଫାଣ୍ଡି ଅଧିକାରୀ ବ୍ରହ୍ମl ନନ୍ଦ ପ୍ରଧାନ ଙ୍କ ଶହ ହରଭଙ୍ଗା ଏବଂ ପୁରୁଣାକଟକ ର ସମସ୍ତ ଷ୍ଟାପ ଉପସ୍ଥିତ ଥିଲେ l ଦୁଇ ଥାନା ର ମିଳିତ ଉଦ୍ୟମ ରେ ଏହି ସଚେତନ ତା ହୋଇ ଥିବାରୁ ଗ୍ରାମ ବାସି ମାନେ ପୋଲିସ ବିଭାଗ କୁ ସାଧୁବାଦ ଜଣାଇ ଛନ୍ତି l