ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ବିଜେପି ଅଳ୍ପ ସଂଖ୍ୟକ ମୋର୍ଚ୍ଚl ତରଫରୁ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡ. ଏ ପିଯେ କଲାମଙ୍କ ନବମ ପୁଣ୍ୟ ତିଥି କୁ ମହାସମାରୋହେ ପାଳନ କରିବା ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟାଳୟେ ଠାରେ ତାଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମଲ୍ୟ ଅର୍ପଣ ସହିତ ଦୀପ ପ୍ରଜ୍ବଳନ କରାଯାଇଥିଲା।
ତାଙ୍କ ର ବହୁ ମୁଖି ପ୍ରତିଭା ଉପରେ ଆଲୋଚନା କରାଯାଇଥିଲା

ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେପି ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଅଳ୍ପ ସଂଖ୍ୟକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଇମ୍ର।ନ ଖାଁ ନ,ଗୌତମ ବେହେରା,
ଏସ୍କେ ଅମିର, ତାହିର ଖାଁନ , ନିରଞ୍ଜନ ଦାନୀ, ବେଗମ୍ ଆଲମ୍ ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ ରେ ଯୋଗଦାନ କରିଥିଲେ।