କେନ୍ଦ୍ରାପଡ଼ା:  (ପ୍ରଦୀପ ସାହୁ)ଭାରତୀୟ ଜନତା ପାଟି ପକ୍ଷରୁ କାରର୍ଗିଲ ଦିବସ ପାଇଁ ତ୍ରିରଙ୍ଗା ପତାକା ସୋଭା ଭାହିରି କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟାଳୟ ପାଖରୁ ବାହାରି ପୁରୁଣା ବସଷ୍ଟାଣ୍ଡ ବଡ଼ହାଟ କାକଟ ଛକ ନୁଆ ବସଷ୍ଟାଣ୍ଡ ଦେଇ କେନ୍ଦ୍ରାପଡ଼ା ଟାଉନ୍ ଭିତରେ ପ୍ରରିକ୍ରମା କରି ତିନିମୁହାଣୀ ଛକ ପଯ୍ୟନ୍ତ ଶୋଭାଯାତ୍ରା କରୀଥିଲେ ସେଠାରେ ତିନୀମୁହାଣୀ ବଜାରେ ଥିବା କାର୍ଗିଲ ଅସ୍ତବକୁ ମାଲ୍ୟାର୍ପଣ କରୀଥିଲେ ଭାରତୀୟ ଜନତା ପାଟି ଯୁଵ ମୋର୍ଚ୍ଚା ତପୁରୁ କାର୍ଗିଲ ବିଜୟ ଦିବସରେ କେନ୍ଦ୍ରାପଡ ଜିଲ୍ଲା ସ୍ତରୀୟ କେନ୍ଦ୍ରାପଡ଼ା ବିଜେପି ସଭାପତି କିଶୋର ପଣ୍ଡା ନେତୃତର ସଜାତୀୟ ପତକା ତ୍ରୀରଙ୍ଗା ସୋଭା ଯାତ୍ରା ଯୋଗ ଦେଖିଥିଲେ ।

ମହାକାଳପଡ଼ା ର ବିଧାୟକ ଡକ୍ଟର ଦୃର୍ଘା ପ୍ରସାସ୍ତ ନାୟକ, କେନ୍ଦ୍ରାପଡ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା,ଜିଲ୍ଲା ପରିଷଦ ପୂର୍ବତନ ଗିତାଞ୍ଜଳୀ ସେଠୀ,ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା,ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେପି ନେତା ତେଜେଶ୍ଵୋର ପରିଡା, ଯୁବ ମୋର୍ଚ୍ଚା ସଭାପତି ସୋଭନ ଆଚାର୍ଯ୍ୟ, ସୁନାକର ବେହେରା, ମିଡିୟା ସେଲ୍ ର ନେହୁରୁ ସାହୁ,ଅଭିମନ୍ୟୁ ଗୋଛାୟତ, ନଗର ସଭାପତି ପ୍ରମୋଦ ମହାନ୍ତୀ,ଦୃଜଧନ ସାହୁ,ବିଜେପି ମୋର୍ଚ୍ଚା ମହିଳା ନେତ୍ରୀ ପ୍ରୀହ ଦସନୀ ନନ୍ଦ,କଳ୍ପନା ମହାନ୍ତୀ,