ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ବିଜେପି ବୌଦ୍ଧ ଜିଲ୍ଲା ର କଣ୍ଟାମlଲ ଠାରେ ଗିରି ଗୋବର୍ଧନ ପୀଠ ଠାରୁ କଣ୍ଟାମlଲ ଗ୍ରାମ ଶେଷ ପର୍ଯ୍ୟନ୍ତ ଏକ ବିରାଟ ” ଜାତୀୟ ପତାକା ରାଲି “ବିଭିନ୍ନ ବର୍ଗ ର ଜନ ସାଧାରଣ ଏକ ହଜାର ରୁ ଉର୍ଧ୍ଵ ଙ୍କୁ ନେଇ ଅନୁଷ୍ଟିତହୋଇଥିଲା l ଜାତୀୟ ପତାକା ହର ଘର ସମାପ୍ସନ ପରେ ଆଜିର ଦ୍ୱିତୀୟ କାର୍ଯ୍ୟକ୍ରମ “ବିଭାଜନ ବିଭୀଷିକା ” କାର୍ଯ୍ୟକ୍ରମ,କଣ୍ଟାମlଳ ଗ୍ରାମ ଶେଷ ଠାରେ ଅବସ୍ତିତ ଦେବି ମନ୍ଦିର ପ୍ରାଙ୍ଗଣ ରେ ଦିନ 1.30 ମିନିଟ ସମୟରେ,ଏହି ଆଲୋଚନା ଚକ୍ର ଓ ଫୋଟୋ ପଦର୍ଶନୀ ମାଧ୍ୟ୍ୟମରେ ଅନୁ ଷ୍ଟିତ ହୋଇଥିଲା
1947 ଅଗୁଷ୍ଟ 14 ତାରିଖ ମଧ୍ୟ ରାତ୍ରି ରେ କିପରି ହଜାର ହଜାର ନିରୀହ ଜନ ସାଧାରଣ ଙ୍କୁ ଅତ୍ୟlଚlର ସହିତ ଜୀବନ ହରlଇ ଥିଲେ ସେସବୁ ବିଷୟ ରେ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରି ଥିଲେ। ଆଜିର ଉପର ଦୁଇ ଗୋଟି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତେୱ ରେ ଅନୁ ଷ୍ଠିତ ହୋଇଥିଲା ଓ କଣ୍ଟା ମlଲ ବିଧାୟକଶ୍ରୀ କନାହିଁ ଚରଣ ଡlଙ୍ଗ ମୁଖ୍ୟ ଅତିଥି ଭାବେ ଓ ବିଜେପି ନେତୃବୃନ୍ଦ ସର୍ବ ଶ୍ରୀ ପ୍ରତିଶୃ ରଥ, ଶେଷ କୁମାର ମେହେର, ରାକେଶ ତ୍ରିପାଠୀ, ଅଟଲ କୁମାର ପ୍ରଧାନ,ଓଁ ପ୍ରକାଶ ମିଶ୍ର,ସମସ୍ତ ମଣ୍ଡଳ ସଭାପତି, ଙ୍କ ସହିତ ବହୁ ବୁଦ୍ଧି ଯିବି ଓ ଜନ ସାଧାରଣ ଯୋଗଦାନ କରିଥିଲେ
l