ହରଭଙ୍ଗା –( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ପୋଲିସ କୁ ମିଳିଛି ବଡ ସଫଳତା l ମୋଟରସାଇକେଲ ଚୋର ଗ୍ୟାଙ୍ଗ କୁ ଧରିବା ସହିତ 12: ଟି ବାଇକ ଉଦ୍ଧାର କରିଛି ପୋଲିସ l ବୌଦ୍ଧ, କନ୍ଧମାଳ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା ରୁ ବାଇକ ଗୁଡିକ ବିଭିନ୍ନ ସମୟରେ ଚୋରି ହୋଇଥିଲା l ଏ ନେଇ ପୋଲିସ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଟିମ ତଦନ୍ତ ଚଳାଇଥିଲା l

ଏହି ଚୋରି ମାମଲା ରେଗ୍ଲାମୋର ଇଂଜିନ ନମ୍ବର -JA06EB9GH006Oxx,ହିରୋ ସ୍ପେଲେଣ୍ଡର +NO OR -27-3657,ହୋଣ୍ଡା ଆକ୍ଟିଭା scooty, chassis No. ME4JK155FPW053812,ହିରୋ ଗ୍ଲାମୋର No. OR -07Q-9413,ବାଜାଜ ଡିସ୍କକୋଭର, chassis No. OR -27-1031,ବଜାଜ ଡିସ୍କକୋଭର, chassis No -BSVBMH09866ହିରୋ ପାସୋନ pro, ଇଂଜିନ No. HH10EDAGH60940,ହୋଣ୍ଡା ଡ୍ରିମ Yoga 110, chassis No. ME4J658BJGT015011,ବଜାଜ ପ୍ଲା୍ଟିନା, ହୋଣ୍ଡା, chassis No.ME4JC475KB7019653, TVS ଷ୍ଟାର, chassis No. MD625MF5881C20329. ବାଇକ ଗୁଡିକ ପୋଲିସ ଉଦ୍ଧାର କରିଛି

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଳେଶ୍ୱର ର ବିଜୟ ନାଏକ (32), ଟେଭାପଦର, ବାଦିକଟା ର ସୁରେନ୍ଦ୍ର ଜଗଦଳା (45), ହରଭଙ୍ଗା ଥାନା ବୁଢୀକଣା ଗ୍ରାମର ଅରିନ ନାଏକ (32), ଓ ପୁରୁଣାକଟକ ଥାନା ତିଳେଶ୍ୱର ଗ୍ରାମ ର ଅନିଲ କୁମାର ସାହୁ (35) କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ lଏ ନେଇ ବୌଦ୍ଧ PS କେସ ନମ୍ବର -155/04/04/24, U/s.379 IPC and କେସ ନମ୍ବର -311/26/8/24, U/s.379 IPC U/s.379/34IPC ଆଧାର ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିଲା l