
ପୁରୀ : (ମନୋଜ କୁମାର ବଳିଆରସିଂ )ଜଗନ୍ନାଥ ଧାମ ଆମ୍ବୁଲାନ୍ସ ଡ଼ିଭିଜନ (St .John ambulance Puri) ତରଫରୁ ବନ୍ଧୁ ମିଳନ, ଭୋଜି, ପ୍ରାଥମିକ ଚିକିତ୍ସା ବିଶ୍ଵନାଥ ପାହାଡ ବା ବିଶ୍ଵନାଥ ମନ୍ଦିର ଡେ଼ଲାଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି l ଭୋଜି ଓ ନାମ ସଙ୍କୀର୍ତ୍ତନ ଦାଇତ୍ୱ ଥିଲେ ସିତା ରାଣୀ ପାଲଟାସିଂହ l ନାମ ସଙ୍କୀର୍ତ୍ତନ ସକାଳୁ ସନ୍ଧ୍ୟା ୫ଟା ପଯ୍ୟନ୍ତ ହୋଇଥଲା lଭୋଜି ୪୨ଜଣ ସଦସ୍ୟ ଯୋଗ ଦେଇଥିଲେ l ଅତି ସୁନ୍ଦର ପ୍ରସାଦ ହୋଇଥିଲା l ସମସ୍ତ ବନ୍ଧୁଙ୍କୁ ଲେମ୍ବୁ ପାଣି, ଭୁଷି ପାଣି ପିଇବାକୁ ଦିଆ ହୋଇଥିଲା l
ହାଲିଆ ହୋଇ ଆସୁଥିବା ଭକ୍ତଙ୍କୁ ଲେମ୍ବୁ ପାଣି ପିଇବା ଓ ମାଲିସ୍ ବେବସ୍ତl କରା ହୋଇଥିଲା l ବିଜୟ ଲକ୍ଷ୍ମୀ ଦାସ, ଅଜୟ କୃଷ୍ଣ ଦାସ, ଜୟ ଲକ୍ଷ୍ମୀ ଦେଇ, ନିରଂଜନ ମହାପାତ୍ର,
ପ୍ରଶାନ୍ତ ଭୋଇ,ବିଛନ୍ଦା ବିହାରୀ ତ୍ରିପାଠୀ, ଯଯାତୀ କେଶରୀ ନାୟକ, ଋତୁପର୍ଣ୍ଣା ଜେନା, ପଦ୍ମ ଚରଣ ମହାପାତ୍ର, ସ୍ୱର୍ଣ୍ଣ ଲତା ପରମ ଗୁରୁ , ପ୍ରାଣ କୃଷ୍ଣ ବନ୍ଦ, ଚଦ୍ରମା ମହାପାତ୍ର, ପୁଣ୍ଣ କାମନା ଓଟା , ପ୍ରଭାତିରାଣୀ ଜେନା, ଆଲୋକ ପାଢ଼ୀ, ରଂଜନ ଅଗ୍ରୱାଲ, ଅନିତା ବାହର, ଜୟ ସାର୍ ପାହନ୍ତାସିଂହ, ଟିକିଲି ବେହେରା, କବିତା ବରାଳ, ସୁକନ୍ତଳ ବରାଳ , ସିତାରାଣି ପାଲଟାସିଂହ, ପ୍ରୀୟଙ୍କା ମହାପାତ୍ର, ପ୍ରଭାତିରାଣୀ ଜେନା, କାମିନୀ ମହାପାତ୍ର, ସୁରେନ୍ଦ୍ର ମହାପାତ୍ର, ସ୍ମିତା ସଂଗୀତା ମହାପାତ୍ର ସ୍ଵୀତିପୂର୍ଣ୍ଣ ପରମଗୁରୁ, ଜୋଗ ଦେଇଥିଲେ l ଏହାକୁ ପରିଚାଳନା କରିଥିଲେ ଡ଼ିଭିଜନାଲ କମାଣ୍ଡର ଶ୍ରୀ ଲାଲା ଅନନ୍ତ କୁମାର ସିଂହ l