ଢେଙ୍କାନାଳ:ଆଜି ଠାରୁ ଉଠିଲା ଆକାଶ ଦୀପ ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆଜି ପହିଲି କାର୍ତ୍ତିକ ମାସରେ ସନ୍ଧ୍ୟା ଆଳତି ପରେ ନୂଆ ବାଉଁଶ ନୁଆ ଆଟିକ ନୂଆ ଦୀପ ରେ ଘିଅ ଦିଆ ଯାଇ ଉପରକୁ ଟେକା ଗଲା

ଏହି ଆକାଶ ଦୀପ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମନ୍ଦିରରେ ଆକାଶ ଦୀପ ଉଠିବ ପୂଜକ ଶ୍ରୀବତ୍ସ ମିଶ୍ର ପାଳିଆ ସେବକ ସମ୍ଭୁ ନାଥ ମହାପାତ୍ର କହାଳିଆ ଟିକନ୍ ବେହେରା ଓ ମନ୍ଦିରର ଜୀମା ଦାର ଶ୍ୟାମ ସୁନ୍ଦର ପାଣିଗ୍ରାହି ଙ୍କ ଉପସ୍ଥିତି ରେ ଏହି ଆକାଶ ଦୀପ ଉଠିଥିଲା