
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ )ବିରାମଚନ୍ଦ୍ରପୁର ଗ୍ରାମର ସୁବର୍ଣ୍ଣଶୋର ମନ୍ଦିର ପ୍ରାଗନରେ ନଅ ଧରି ରାମ ଚରିତ ମାନସ କ୍ରାଯ୍ୟକ୍ରମ ଶେଷ ହୋଇ ଥିବାର କୁହାଯଉଛି! ଏହି କାର୍ଯ୍ୟକ୍ରମ ରେ ଦୈନ ଦୀନ ପାଞ୍ଚ ଶହ ରୁ ଉର୍ଦ୍ଧ ମହିଳା ସାମିଲ ହୋଇ ରାମାୟଣ ପାଠ କରିବା ନାଚ ଗୀତ କରୁ ଥିବାର ଦେଖି ବାକୁ
ମିଳିଥିଲା!
ନଅ ଦିନଧରି ହୋମ ଯଜ୍ଞ ଓ଼ ଅନ୍ନ ଛତ୍ର ଖୋଲା ଯାଇଥିଲା!ଏହି ରାମ ଚରିତ ମାନସ ନଅ ଦୀନ ଧରି ବ୍ୟାସ ଭାବରେ ଶ୍ୟାମ ସୁନ୍ଦର ମିଶ୍ର ପାଠ କରି ଥିବା ବେଳେ ପୁରୋହିତ ଚିତ୍ତ ରଞ୍ଜନ ମିଶ୍ର କର୍ତ୍ତା ଭାବରେ ଜୟ କିଶୋର ମିଶ୍ର ଓ଼ ତାଙ୍କ ସହଧର୍ମିଣୀ ଯଜ୍ଞ ରେ ସାମିଲ ହୋଇଥିଲା!ଏହି କାର୍ଯ୍ୟକ୍ରମ କୁ ଗ୍ରାମ ବାସୀ ସହଯୋଗ କରିଥିଲେ l