ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗ୍ରାମର ଗିରିଶ ନାଏକ ଙ୍କ ସ୍ତ୍ରୀ ସୁନୀତା ନାଏକ ବୟସ ୩୦ବର୍ଷ ଟାଟା ଷ୍ଟିଲ ମେରାମୁଣ୍ଡୁଳୀ ଅଧିନସ୍ଥ ଏକ ଠିକା ସଂସ୍ଥା ରେ ଅଣ କୁଶଳୀ ଶ୍ରମିକ ଭାବେ କାମକରନ୍ତି । ପ୍ରତିଦିନ ସକାଳ ୮ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କାମ କରିଘରକୁ ଫେରନ୍ତି ।

ବିଗତ ତା ୨୬.୧୦.୨୦୨୩ ରିଖ ଦିନ ଟାଟା ଷ୍ଟିଲ ପ୍ଲାଣ୍ଟ କୁ କାମ କରିବା କୁ ଯାଇ ଫେରି ନଥିଲେ । ବହୁ ଖୋଜା ଖୋଜି ପରେ ନମିଳିବାରୁ ତା ୫.୧୧.୨୦୨୩ ରିଖ ଦିନ ସ୍ବାମୀ କଣ୍ଟାଵଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସୁଦ୍ଧା ମଧ୍ୟ ଖବର  ମିଳିଲା ନାହି । ସେ  ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଅଭିଯୋଗ କରିଥଲେ