ଆଦିବାସୀ ଗାରିମାମୟ ସଂସ୍କୃତି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ରହିଛି
ପାଟଣାଗଡ ବ୍ୟୁରୋ: ୧୫/୦୧(ନରେନ୍ଦ୍ର ନେଗୀ)ମଘାମରା ଗାଁ ରେ ଆଦିବାସୀ ମାନଙ୍କ ପ୍ରସିଦ୍ଧ ବୁଢାଦେଓ ଯାତ୍ରା ଉପଲକ୍ଷେ ଅନୁଷ୍ଠିତ କଂସ ଦରବାର ରେ ରାଜକୀୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି,ଯୋଗଦେଇ ଓଡିଶା ସରକାର ଙ୍କ ଯୁବ ଓଡିଶା ନବୀନ ଓଡିଶା, ମୋ ସରକାର ନବୀନ ସରକାର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ, କାଳିଆ ଯୋଜନା, ବଳିଆ ଯୋଜନା, ମମତା ଯୋଜନା, ଶ୍ରମିକ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ମାଧ୍ୟମରେ ଆଦିବାସୀ କଳା, ସଂସ୍କୃତି,ଆଦିବାସୀ ଖେଳ ଖେଳାଳି, ଆଦିବାସୀ ସଂସ୍କୃତି କ୍ଲବ, ଆଦିବାସୀ ବଜାର ପିଣ୍ଡି, ବିଜେଡି ନେତୃତ୍ବାଧୀନ ଶ୍ରୀ ନବୀନ ପଟ୍ଟନାୟକ ସରକାର ଙ୍କ ଆଦିବାସୀ ଦେବଦେବୀ ପୀଠ ସୁରକ୍ଷା, ସଂରକ୍ଷଣ, ପୁନଃଉଧାର, ମରାମତି, ସୌନ୍ଦର୍ଯ୍ୟ କରଣ ପାଇଁ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବିସ୍ତୃତ ଭାବରେ ଉପସ୍ଥିତ ଜନସାଧାରଣ ଙ୍କୁ ବାର୍ତ୍ତା ଦେଇଥିଲେ l
ମଘାମରl ବୁଢାଦେଓ ଯାତ୍ରା ରେ ଉଦବୋଧନ ଦେଲେ ରାଜ୍ୟସଭା ସାଂସଦ
Related Posts
ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ
ଧର୍ମଗଡ଼ ୨୬/୧୨(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଆଜି ଧର୍ମଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ବିଧାୟକ, ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ସମୀକ୍ଷା ବୈଠକରେ ଶିକ୍ଷା,…
ସଡ଼କ ସୁରକ୍ଷା ର ସଚେତନ ରଥ ପରିକ୍ରମା ର ଶୁଭ ଆରମ୍ଭ
ଢେଙ୍କାନାଳ: (ଶୁଭମ ପାଣି )ସଡ଼କ ସୁରକ୍ଷା ର ସଚେତନ ରଥ ପରିକ୍ରମା ର ଶୁଭ ଆରମ୍ଭ ହୋଇଛି।ସଡକ ସୁରକ୍ଷା ପ୍ରାକରଣ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସଚେତନ ରଥ କୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ,ଆରକ୍ଷୀ ଅଧୂକ୍ଷକ ଶ୍ରୀ…