ଧର୍ମଗଡ଼:୨୬/୧(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅଧୀନସ୍ଥ କନାଗା ଠାରେ ଆଜି ରୁପେନ୍ଦ୍ର ଚାଟ୍ରୀଵଳ ଟ୍ରଷ୍ଟ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିଵସ ମହାସମାରୋହରେ ପାଳିତ ହୋଇଯାଇଛି।ଟ୍ରଷ୍ଟ ର ସଭାପତି ଶ୍ରୀ ବସନ୍ତ ସତନମି ସମ୍ପାଦକ ଶ୍ରୀ ନନ୍ଦଲାଲ ସତନମୀ ମହୋଦୟ ଓ ସମସ୍ତ ସଦସ୍ୟ ଚୌବନ୍ ବିଶେଶ୍ୱର କାର୍ତ୍ତିକ ଆକାଶ ଶଙ୍କର ଗୋବିନ୍ଦ ଚେନସି ପ୍ରଭାକର ତଥା ଅଞ୍ଚଳ ର ମାନ୍ୟା ଗୁନ୍ୟ ଵ୍ୟକ୍ତି ଉପସ୍ଥିତ ଥିଲେ ।
ଏହି ପବିତ୍ର ଦିବସ ରେ ଆମ ରୂପେନ୍ଦ୍ର ଚାର୍ଟିବଲ ଟ୍ରଷ୍ଟ ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ କରିଵା ସହ ଉପସ୍ଥିତ ଥିବା ମାନ୍ୟା ଗୁନ୍ୟ ଵ୍ୟକ୍ତି ମାନଙ୍କୁ ଟ୍ରଷ୍ଟ ର ସଭାପତି ଶ୍ରୀ ସତନାମୀ ଦେଶ ପାଇଁ ବଳିଦାନ ଦେଇଥିବା ମହା ପୁରୁଷ ମାନେ କିପରି ଆମକୁ ସ୍ଵାଧୀନତା ଦେଇଥିଲେ ତାଙ୍କ ଜୀଵନୀ କଥା କହିଵା ସହିତ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।