![](https://www.aeiodisha.com/wp-content/uploads/2024/02/WhatsApp-Image-2024-02-15-at-13.37.38.jpeg)
ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ଵାଲ ଗଙ୍ଗାଧର ତିଳକ ଆଇନ ମହାବିଦ୍ୟାଳୟ ଠାରେ “ସIମ୍ଭିଧାନିକ କର୍ତବ୍ୟ ଏବଂ ନାଗରିକ ଙ୍କ କର୍ତବ୍ୟ” ବିଷୟ ଉପରେ ଜ଼ିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I
ଏହି ଶିବିର ରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ସଚିବ ମିସ କୁମୁଦିନୀ ମୁଦୁଲି, ଶ୍ରୀ ଚନ୍ଦ୍ର ଶେଖର ସବର, ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ର ସଦସ୍ୟ ଶ୍ରୀମତୀ ମିନା ମହାରଣା, ସରକାରୀ ଓକିଲ ବ୍ୟୋମକେଶ ଦାସ, ଵାଲ ଗଙ୍ଗାଧର ତିଳକ ଆଇନ ମହାବିଦ୍ୟାଳୟ ର ପ୍ରିନସିପାଲ ଶ୍ରୀ ସୁରେନ୍ଦ୍ର କୁମାର ନାୟକ, ଵାଲ ଗଙ୍ଗାଧର ତିଳକ ଆଇନ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଶ୍ରୀ ହେମନ୍ତ କୁମାର ସା ପ୍ରମୁଖ ଯୋଗ ଦେଇ ଆଇନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରି ଥିଲେ I
ଏହି ଶିବିର ରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ବିନ୍ଦୁସାର ମହାପାତ୍ର, କେଶବ ଗୁରୁ, ସିଦ୍ଧାନ୍ତ କୁମାର ବାଘ, ଅନାମ ସାହୁ ବେଣୁଧର ମଲ୍ଲିକ ଏବଂ ରଞ୍ଜନ କୁମାର ଭୋଇ ପ୍ରମୁଖ ସହଯୋଗ କରି ଥିଲେ I