ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ ) ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ପ୍ରସନ୍ନ ବାଇ ଙ୍କ (୬୨ ) ଙ୍କ ପରଲୋକ ହୋଇଯାଇଛି l ଦୀର୍ଘ ଦିନ ହେଲା ସେ ଅନନ୍ୟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ସମ୍ମ ହସ୍ପିଟାଲ ରେ ଚିକିତ୍ସାଧୀନ ଥଲେ ଗୁରୁବାର ତାଙ୍କର ପରଲୋକ ହୋଇଯାଇଛି l
ସେ ଜଣେ ନମ୍ବ୍ର, ସ୍ନେହୀ ଓ ଉତ୍ତମ ଶିକ୍ଷକ ଥିବା ବେଳେ ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ରେ ଜଡିତ ଥିଲେ ତାଙ୍କ ମୃତ୍ୟୁ ଖବର ଶୁଣି ଅଞ୍ଚଳ ରେ ଶୋକର ଛାୟା ଖେଲି ଯାଇଛି l
ପୁଅ ଅସିତ ବାଇ ମୁଖାଗ୍ନି ଦେଇଥିଲେ ନିଜ ଗ୍ରାମ ରେ ଶେଷ କୃତ୍ୟ ସମ୍ପନ ହୋଇଥିଲା ପ୍ରଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ତଥା ବିଜେଡି ନେତା ସୁବୋଧ ପ୍ରଧାନ ଙ୍କ ସମେତ ଅଞ୍ଚଳ ର ମାନ୍ୟ ଗଣ୍ୟ ବ୍ୟକ୍ତିବିଶେଷ, ବନ୍ଧୁ ପରିଜନ ପହଁଚି ଶେଷ ଦର୍ଶନ କରିଥିଲେ l